ସମ୍ୱଲପୁର ସଦର ଥାନା ମାନେଶ୍ୱର ଅଞ୍ଚଳର ମୋବାଇଲ ଦୋକାନରୁ ଚୋରି ସାମଗ୍ରୀ ଉଦ୍ଧାର
31/05/2018 at 8:30 PM

ସମ୍ୱଲପୁର ସଦର ଥାନା ମାନେଶ୍ୱର ଅଞ୍ଚଳର ମୋବାଇଲ ଦୋକାନରୁ ଚୋରି ସାମଗ୍ରୀ ଉଦ୍ଧାର। ଏଥିରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଏଥିରେ ୩୧ଟି ମୋବାଇଲ, ଚାର୍ଜର, ସିସିଟିଭି ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ ।
Related Posts
ଗେଟ୍ ଖୋଲିଲେନି ଘର ମାଲିକ, ରାତିଅଧରେ ହଟହଟା ହେଲେ ମଡେଲ
26 March 2023