ସମ୍ୱଲପୁରରେ ମହାନଦୀ ମହାଆଳତୀ
17/05/2018 at 9:35 PM

ଗତ କାଲି ମହାନଦୀ ସୁରକ୍ଷା ଅଭିଯାନ ଝାରସୁଗୁଡ଼ା ଓ ବରଗଡରୁ ଆସି ସମ୍ୱଲପୁରରେ ପହଞ୍ଚିଛି । ଉଭୟ ଦଳ ପହଞ୍ଚିବା ପରେ ଅଯୋଧ୍ୟା ସରୋବର ଘାଟରେ ମହାନଦୀ ମହାଆଳତୀ କରାଯିବ । ଏହି ଅବସରରେ ବିଜେଡିର ତୁଙ୍ଗ ନେତାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023