ସମ୍ବଲପୁରରେ ନକଲି ସାମଗ୍ରୀର ରାକେଟ୍ ଠାବ କରିଛି ପୋଲିସ୍
21/05/2018 at 10:09 PM

ସମ୍ବଲପୁରରେ ନକଲି ସାମଗ୍ରୀର ରାକେଟ୍ ଠାବ କରିଛି ପୋଲିସ୍। ପୂର୍ବରୁ ନକଲି ଖାଇବା ତେଲ,ଘିଅ,ଅପମିଶ୍ରିତ ପେଟ୍ରୋଲ୍ ରାକେଟ୍ର ପର୍ଦ୍ଦାଫାସ୍ କରିବାରେ ପୋଲିସ୍ ସଫଳ ହୋଇଥିବା ବେଳେ,ଏବେ ନକଲି ଇଞ୍ଜିନ୍ ଅଏଲ୍ ବା ମୋବିଲ୍ ରାକେଟ ଠାବ କରିଛି। ବହୁ ନାମୀଦାମୀ କମ୍ପାନୀର ଡବାରେ ପୋଡା ମୋବିଲ୍ ଓ ଷ୍ଟିକର୍ ମାରି ବଜାରକୁ ଛାଡୁଥିବା ବେଳେ, ଗ୍ରାହକ କିନ୍ତୁ, ଚଢାଦରରେ ସେଗୁଡିକ କିଣି ଠକାମୀର ଶିକାର ହେଉଛନ୍ତି। ହେଲେ କିଛି ଅସାଧୁ ପୋଲିସ୍ କର୍ମଚାରୀ, ଗ୍ୟାରେଜ୍ ଓ ସୋରୁମ୍ରେ ମାଲିକଙ୍କ ମିଲିଭଗତରେ ଚାଲିଥିବା ଏହି ରାକେଟ୍ରେ ଚେର ପର୍ଯ୍ୟନ୍ତ ପହଞ୍ଚିପାରୁନି ପୋଲିସ।
Related Posts
କାର୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
1 June 2023