ସମ୍ପତ୍ତି ପାଇଁ ସୈତାନ ପାଲଟିଲା ପୁଅ।
3/05/2018 at 10:04 PM

ସମ୍ପତ୍ତି ପାଇଁ ସୈତାନ ପାଲଟିଲା ପୁଅ। ବଞ୍ଚିଥିବା ମାଆକୁ ମୃତ ଦର୍ଶାଇ ଜାଲ୍ କାଗଜପତ୍ର ପ୍ରସ୍ତୁତ କରିଦେବା ପରେ ଘର ଡ଼ିହର ସବୁକିଛି ବିକ୍ରୀ କରିଦେଲା ପଡ଼ୋଶୀକୁ। ଏ କଥା ବୃଦ୍ଧା ମା ଜାଣିବା ପରେ ଦୁଃଖରେ ଭାଙ୍ଗି ପଡ଼ିଛି। ଚନ୍ଦନପୁର ପୋଲିସ ଠାରୁ ନିରାଶ ହେବା ପରେ ନ୍ୟାୟ ପାଇଁ ଏବେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବୃଦ୍ଧା। ପୁରୀ ଚନ୍ଦନପୁର ଥାନା ଅନ୍ତର୍ଗତ ତୁଳସୀଚଉରା ଗ୍ରାମରୁ ଆସିଛି ଏଭଳି ଅଭିଯୋଗ। ଆସନ୍ତୁ ଦେଖିବା ନ୍ୟୁଜ୭ର ଏକ୍ସକ୍ଲ୍ୟସିଭ୍ ରିପୋର୍ଟ।
Related Posts
କାର୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
1 June 2023