ସଙ୍କଟରେ କେନ୍ଦୁପତ୍ର ତୋଳାଳି
30/05/2018 at 10:06 PM

ସଙ୍କଟରେ କେନ୍ଦୁପତ୍ର ତୋଳାଳି। ଲଗାତାର କାଳବୈଶାଶୀ ବର୍ଷା ଓ କୁଆପଥର ମାଡ଼ ଯୋଗୁଁ ପୁଲବାଣୀ ଜିଲ୍ଲା ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ କେନ୍ଦୁପତ୍ର ନଷ୍ଟ ହୋଇଯାଇଛି । କେନ୍ଦୁପତ୍ର ସଂଗ୍ରହ କରି ଜୀବିକା ନିର୍ବାହ କରୁଥିବା ୫୦ ହଜାର ଆଦିବାସୀ ମହିଳା ହତାସ୍ ହୋଇପଡ଼ିଛନ୍ତି ।