Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବା ପ୍ରତିବାଦରେ ବିକ୍ଷୋଭ କରୁଥିଲେ କଂଗ୍ରେସ ନେତା; ଉଠାଇନେଲା ଦିଲ୍ଲୀ ପୁଲିସ
  • ||
  • ଭାରତରେ ସମସ୍ତ ଇଞ୍ଜିନିୟରିଂ ଟିମ୍‌କୁ ଛଟେଇ କଲା GitHub; ୧୪୦ ଇଞ୍ଜିନିୟର ହେବେ ପ୍ରଭାବିତ
  • ||
  • ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ସୂଚନା; ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଙ୍କୁ MBBS ପରୀକ୍ଷା ପାସ୍ କରିବାକୁ ମିଳିବ ଥରେ ସୁଯୋଗ, ଦୁଇ ବର୍ଷ ଇଣ୍ଟର୍ଣ୍ଣସିପ୍ ବାଧ୍ୟତାମୁଳକ
  • ||
  • ଭଦ୍ରକ: ଶ୍ରୀରାମନବମି ପାଇଁ ମହିଳା ଶ୍ରଦ୍ଧାଳୁଙ୍କ ବିଶାଳ କଳଶ ଶୋଭାଯାତ୍ରା
  • ||
  • ପାଟଣା: ଅଟେଇ ସଂରକ୍ଷିତ ଜଙ୍ଗଲରୁ ଧରାପଡ଼ିଲେ ଧନୁତୀରଧାରୀ ୯ ଶୀକାରି
  • ||
  • ମେକ୍ସିକୋରେ ପ୍ରବାସୀ ଥଇଥାନ କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ; ୩୯ ମୃତ, ଏକାଧିକ ଆହତ
  • ||
  • ସୁନ୍ଦରଗଡ : ଆୟକର ଫାଙ୍କିବା ଅଭିଯୋଗ, ସୁନ୍ଦରଗଡ ସହରର ବିଭିନ୍ନ ସ୍ଥାନରେ ଚଢାଉ
  • ||
  • ବାଲେଶ୍ବର : ଅନ୍ବେଷା ଇନ୍ ଚିଟ୍ ଫଣ୍ଡ ମାମଲା : ଡାଇରେକ୍ଟରଙ୍କୁ ୫ବର୍ଷ ଓ ଅନ୍ୟ ୨ଜଣଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ
  • ||
  • ବଢ଼ିଲା ପାନ୍‌-ଆଧାର ଲିଙ୍କ ଅବଧି, ଏତିକି ସମୟ ଦେଲେ କେନ୍ଦ୍ର ସରକାର
  • ||
  • ଆନନ୍ଦପୁର: ଟଙ୍କା ନେଣଦେଣକୁ ନେଇ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ
  • ||

ଶ୍ରୀମନ୍ଦିର ଜୟବିଜୟ ଦ୍ୱାର ମରାମତି ପ୍ରସଙ୍ଗ;ଆଜି ବସିବ ପ୍ରଶାସନ ଓ ନିଯୋଗ ବୈଠକ

10/05/2018 at 5:03 AM

ଶ୍ରୀମନ୍ଦିର ଜୟ ବିଜୟ ଦ୍ବାର ମରାମତି ପ୍ରସଙ୍ଗ । ଆଜି ବସିବ ପ୍ରଶାସନ ଓ ନିଯୋଗ ବୈଠକ । ଅପରାହ୍ନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ , ବିଭିନ୍ନ ସେବାୟତ, ଓ ମନ୍ଦିର ପ୍ରଶାସନର ପ୍ରଶାସକମାନେ ଏହି ବୈଠକରେ ଉପସ୍ଥିତ ରହିବେ । ଜୟବିଜୟ ଦ୍ବାର ମରାମତି ସମୟରେ ଶ୍ରଦ୍ଧାଳୁମାନେ କିପରି ଠାକୁରଙ୍କୁ ଭଲ ଭାବେ ଦର୍ଶନ କରିବେ ତାହା ଆଜିର ବୈଠକର ମୂଳ ଉଦ୍ଦେଶ୍ୟ । ଜୟବିଜୟ ଦ୍ବାର ନିକଟରେ ଅସ୍ଥାୟୀ ଲୁହାଖୁଣ୍ଟ ଓ ଭାର ବନ୍ଧାଯିବ । ତେଣୁ  ଏପରି ସ୍ଥଳରେ ଭକ୍ତମାନେ କିପରି ଠାକୁରଙ୍କ ଦର୍ଶନ କରିବେ ତାହା ହିଁ ଆଲୋଚନାରେ ମୁଖ୍ୟ ବିଷୟ ରହିବ ।

Leave a Reply

   Related Posts