ଶ୍ରୀଜିଉଙ୍କ ଉପାସକୁ ନେଇ ସରକାରଙ୍କଠୁ ଜବାବ ମାଗିଲେ ବିରୋଧୀ
18/04/2018 at 3:36 AM

ଦିନସାରା ଜଗନ୍ନାଥ ମନ୍ଦିରରେ ଗହଳି । ଆଲୋଚନା ଉପରେ ଆଲୋଚନା ହେଉଛି କିଭଳି ଜଗନ୍ନାଥଙ୍କ ନୀତିକାନ୍ତି ଠିକ୍ ଭାବେ ଚାଲିବ । ଏପଟେ ବିଧାନସଭା ଆଜି ପୁରାପୁରି ଠପ୍ । ସରକାରଙ୍କ ଉପରେ ଗର୍ଜିଛନ୍ତି ବିରୋଧୀ । ଜଗନ୍ନାଥଙ୍କ ପ୍ରତି କାହିଁକି ସରକାର ହେୟଜ୍ଞାନ କରୁଛନ୍ତି ତାର ଜବାବ ମାଗିଛନ୍ତି । ଜଗନ୍ନାଥଙ୍କ ଉପରେ ବିଧାନସଭାରେ ଆଲୋଚନା ପାଇଁ ବାଚସ୍ପତି ଅନୁମତି ନଦେବାରୁ ବିଧାନସଭାକୁ ଦିନ ତମାମ ବର୍ଜନ କରିଛନ୍ତି ବିରୋଧୀ । ଏପରିକି ସର୍ବଦଳୀୟ ବୈଠକରେ ବି ସାମିଲ ହୋଇ ନାହାଁନ୍ତି ।
Related Posts
ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା, ଏମ୍ସରେ ସିବିଆଇ ଚଢାଉ
31 March 2023