ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ସହର ଚଳଚଞ୍ଚଳ
13/06/2018 at 11:06 PM

ସମ୍ବଲପୁରରେ ଶୀତଳଷଷ୍ଠୀର ଧୂମ୍ ଏବେଠାରୁ ଦେଖିବାକୁ ମିଳିଲାଣି। ସହରର ନନ୍ଦପଡା,ଝାଡୁଆପଡା,ମୋଦିପଡା,ବଡବଜାର ଶୀତଳଷଷ୍ଠୀ ପୂଜା କମିଟିର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ପ୍ରଶାସନ ମଧ୍ୟ ଶୀତଳଷଷ୍ଠୀ ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ କରିବାକୁ ବ୍ୟାପକ ପ୍ରସ୍ତୁତି କରିଛି। ସେପଟେ ଜଗତ୍ଜନନୀ ମାତା ପାର୍ବତୀଙ୍କ ପିତାମାତା ମାନେ ମଧ୍ୟ, ଝିଅ ବାହାଘର ପାଇଁ ପ୍ରସ୍ତୁତ ହେଲେଣି। ଆଜି ରାତିରେ,ନନ୍ଦପଡା ଶୀତଳଷଷ୍ଠୀ କମିଟିର, ପତର୍ପେଣ୍ଡି ବା ଦେବ ନିର୍ବନ୍ଧ କାର୍ଯ୍ୟ ରହିଛି। ଦେବ ବାହାଘର ଆଉମାତ୍ର ୪ଦିନ ଥିବାରୁ, ସାରା ସହର ଏବେଠାରୁ ଚଳଚଞ୍ଚଳ ହେଲାଣି।
Related Posts
ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
12 August 2022
ଲଘୁଚାପ ପରେ ଲଘୁଚାପ, ଅଗଷ୍ଟ ୧୯ ଯାଏଁ ଛାଡିବନି ବର୍ଷା
12 August 2022
ଓଡ଼ିଶା ପୋଲିସର ୯ ପୋଲିସ କର୍ମଚାରୀଙ୍କୁ ମିଳିବ ପୋଲିସ ସାହସିକତା ପଦକ
12 August 2022