previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ, ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
  • ||
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ସହର ଚଳଚଞ୍ଚଳ

13/06/2018 at 11:06 PM

ସମ୍ବଲପୁରରେ ଶୀତଳଷଷ୍ଠୀର ଧୂମ୍ ଏବେଠାରୁ ଦେଖିବାକୁ ମିଳିଲାଣି। ସହରର ନନ୍ଦପଡା,ଝାଡୁଆପଡା,ମୋଦିପଡା,ବଡବଜାର ଶୀତଳଷଷ୍ଠୀ ପୂଜା କମିଟିର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ପ୍ରଶାସନ ମଧ୍ୟ ଶୀତଳଷଷ୍ଠୀ ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ କରିବାକୁ ବ୍ୟାପକ ପ୍ରସ୍ତୁତି କରିଛି। ସେପଟେ ଜଗତ୍ଜନନୀ ମାତା ପାର୍ବତୀଙ୍କ ପିତାମାତା ମାନେ ମଧ୍ୟ, ଝିଅ ବାହାଘର ପାଇଁ ପ୍ରସ୍ତୁତ ହେଲେଣି। ଆଜି ରାତିରେ,ନନ୍ଦପଡା ଶୀତଳଷଷ୍ଠୀ କମିଟିର, ପତର୍ପେଣ୍ଡି ବା ଦେବ ନିର୍ବନ୍ଧ କାର୍ଯ୍ୟ ରହିଛି। ଦେବ ବାହାଘର ଆଉମାତ୍ର ୪ଦିନ ଥିବାରୁ, ସାରା ସହର ଏବେଠାରୁ ଚଳଚଞ୍ଚଳ ହେଲାଣି।

   Related Posts