AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ:୨୪ ଘଣ୍ଟାରେ ଦୁଇ ଦୁଇ ଥର ଚଢାଉ, ଦେଢ଼ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ
  • ||
  • ଝାରସୁଗୁଡା: ନବଦାସ ହତ୍ୟା ଘଟଣା, ଅଭିଯୁକ୍ତ ଗୋପାଳର ହେବ ନାର୍କୋ ଟେଷ୍ଟ
  • ||
  • ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବୋମାମାଡ ଘଟଣା, ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ଆନନ୍ଦପୁର: ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଆହତ, ଜୀବନ ବଞ୍ଚାଇବାକୁ ଦୌଡିଲେ ଲୋକେ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସିବେ ଅମିତ୍ ଶାହା, ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ଭୁବନେଶ୍ୱର: କମୁଛି ଶୀତ, ବଢୁଛି ତାତି: ଟ୍ୱିନସିଟିରେ ପାରଦ ଉପରମୁହାଁ
  • ||

ଶିଳ୍ପୀଙ୍କ ପରିବାର ପକ୍ଷରୁ ସାଙ୍ଘାତିକ ଅଭିଯୋଗ, ୩ ମାସ ପୂର୍ବରୁ ବିଷ ପିଇଥିଲେ ଝିଅ

17/01/2023 at 1:32 PM

କଟକ୧୭।୦୧ : ପୁଅକୁ ହତ୍ୟା ପରେ ମାଆର ଆତ୍ମହତ୍ୟା ଘଟଣାରେ ନୂଆ ଟ୍ୱିଷ୍ଟ । ମୃତ ଶିଳ୍ପୀଙ୍କ ପରିବାର ଲୋକଙ୍କ ପକ୍ଷରୁ ସାଙ୍ଘାତିକ ଅଭିଯୋଗ । ଶାଶୁଙ୍କ ନିର୍ଯାତନା ପାଇଁ ୩ ମାସ ପୂର୍ବରୁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଶିଳ୍ପୀ ।

ଏମିତିକି ଆତ୍ମହତ୍ୟା ପୂର୍ବଦିନ ଅର୍ଥାତ ଜାନୁଆରୀ ୧୫ରେ ଶିଳ୍ପୀଙ୍କୁ ଧମକ ଦେଇଥିଲେ ଶାଶୁ । ପୁଅକୁ ଶିଳ୍ପୀଙ୍କ ଠାରୁ ନେଇ ଯିବା ପାଇଁ ଫୋନ କଲରେ  ଦେଇଥିଲେ ଧମକ । ସୋମବାର ସକାଳୁ ପୁଅକୁ ଶିଳ୍ପୀଙ୍କ ଠାରୁ ନେଇଯିବା ପାଇଁ ଶାଶୁ ଦେଇଥିଲେ ଧମକ । ସେଥିପାଇଁ ଶିଳ୍ପୀ ଏଭଳି କାଣ୍ଡ ଭିଆଇ ଥିବା ବାପଘର ଲୋକଙ୍କ ଅଭିଯୋଗ ।

ଅନ୍ୟପଟେ କଟକ ଶ୍ରୀରାମ ନଗରରେ ବନ୍ଦ ଘରୁ ସାବତ ମା ଓ ଶିଶୁ ପୁତ୍ରର ମୃତ ଦେହ ମିଳିବା ଘଟଣାରେ ମୃତ ଶିଳ୍ପୀଙ୍କ ସ୍ବାମୀ ସନ୍ତୋଷ ଖୁଣ୍ଟିଆକୁ ଗିରଫ କରିଛି ପୋଲିସ । ଶିଳ୍ପୀଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ନିର୍ଯାତନା ଓ ହତ୍ୟା ଅଭିଯୋଗରେ ସ୍ବାମୀଙ୍କୁ ଗିରଫ କରିଛି ମଧୁପାଟଣା ଥାନା ପୋଲିସ।

   Related Posts