oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାତ ପାଇଁ ଶାଶୁ, ଶ୍ୱଶୁର ଓ ନଣନ୍ଦ ମିଶି ବୋହୁ ଓ ମାସକର ଶିଶୁପୁତ୍ରକୁ ମାଡ଼, ଶିଶୁପୁତ୍ର ଗୁରୁତର

23/06/2018 at 10:07 PM

ବାଲୋଶ୍ୱର ଜିଲ୍ଲା ସୋରରେ ଘରୋଇ କଳିର କରୁଣ ପରିଣତି। ଶାଶୁ, ଶ୍ୱଶୁର ଓ ନଣନ୍ଦ ମିଶି ବୋହୁ ଓ ମାସକର ଶିଶୁପୁତ୍ରକୁ ମାଡ଼ ମାରିବାରୁ ଶିଶୁପୁତ୍ର ଗୁରୁତର। ଗୁରୁତର ଶିଶୁପୁତ୍ରକୁ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।

   Related Posts