ଶାଶୁଘର ଯାଇ ପାଲଟିଗଲେ ଯୌନଦାସୀ
10/06/2018 at 12:28 AM

ଶାଶୁ ଘର ଯାଇ ପାଲଟିଗଲେ ଯୌନ ଦାସୀ। ଏମିତି ଏକ ଅଭିଯୋଗ ଆସିଛି ଭୁବନେଶ୍ୱରସ୍ଥିତ ଜଗନ୍ନାଥ ବାହାର ନିବାସୀ ନିରାକର ସାହୁଙ୍କ ପୁଅ ପ୍ରଶାନ୍ତ ସାହୁ ଏବଂ ତାଙ୍କ ପରିବାର ବିରୋଧରେ। ୮ ବର୍ଷ କାଳ ବନ୍ଦୀ ରଖି ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଇଛନ୍ତି ସ୍ୱାମୀ ଏବଂ ଶାଶୁଘର ଲୋକେ।
Related Posts
କୁଟୁରା ମାରିବା ଅଭିଯୋଗରେ ଶିକାରୀ ଗିରଫ
23 March 2023
ବିଦ୍ୟୁତ୍ ଖୁଣ୍ଟରେ ପିଟିହେଲା ଅଟୋ; ଚାଲିଗଲା ଶିଶୁପୁତ୍ରର ଜୀବନ
23 March 2023