suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଲୋକଲଜ୍ୟା ସହି ନପାରି ଦୁଷ୍କର୍ମ ପୀଡିତାଙ୍କ ଆତ୍ମହତ୍ୟା

1/05/2018 at 11:39 PM

ଲୋକଲଜ୍ୟା ସହି ନପାରି ଦୁଷ୍କର୍ମ ପୀଡିତାଙ୍କ ଆତ୍ମହତ୍ୟା ।ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ ନୂଆଗାଁର ରାଧାନାଥପୁରରେ । ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲେ ବି ପୀଡିତାକୁ କୌଣସି ସର୍ଟ ଷ୍ଟେ ହୋମ୍ରେ ରଖା ନଯିବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସେପଟେ ସେହି ନୟାଗଡ ରାଜସୁନାଖଳା ଖଇରପଲ୍ଲୀରେ ଜଣେ ୧୧ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ହୋଇଥିଲେ ବି ପୋଲିସ ଅଭିଯୁକ୍ତକୁ ଏ ଯାଏଁ ଗିରଫ କରିନାହିଁ ।

Leave a Reply

   Related Posts