ଲେ।ୟର ପିଏମ୍ ଜିରେ ଧାରଣା ଦେଇଛି କୁଷ୍ଠରେ।ଗୀ ସଙ୍ଗଠନ ସମୂହ ମିଳିତ କ୍ରିୟା ନୁଷ୍ଠା କମିଟି
1/05/2018 at 11:03 PM

ରାଜ୍ୟରେ କୁଷ୍ଠ ରେ।ଗୀ ସେବା ପୁରା ବିପର୍ଯ୍ୟସ୍ତ । ଏମାନଙ୍କ ପାଇଁ ସରକାର କରିଛନ୍ତି ସ୍ବତନ୍ତ୍ର ଯେ।ଜନା । ସେମାନଙ୍କ ଡାକ୍ତରୀ ଖର୍ଚ୍ଚ ପାଇଁ ସରକାର ପକ୍ଷରୁ ଟଙ୍କା ଦେବାର ବ୍ୟବସ୍ଥା ରହିଛି । ହେଲେ କୁଣ୍ଠ ରେ।ଗୀଙ୍କୁ ସାମାନ୍ୟ ଡ୍ରେସିଂ ପାଇଁ ବି ମିଳୁନି କପଡା ଓ ଔଷଧ । ଏମାନଙ୍କ ରହିବା ଓ ଖାଇବାରେ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ହେ।ଇଥିଲେ ମଧ୍ୟ ତାହା ବି ଦିଆଯାଉନି । କୁଷ୍ଠ ରେ।ଗୀଙ୍କୁ ଅବହେଳା ପ୍ରତିବାଦରେ ଲେ।ୟର ପିଏମ୍ ଜିରେ ଧାରଣା ଦେଇଛି କୁଷ୍ଠରେ।ଗୀ ସଙ୍ଗଠନ ସମୂହ ମିଳିତ କ୍ରିୟାନୁଷ୍ଠା କମିଟି । କୁଷ୍ଠରେ।ଗୀଙ୍କୁ ଅତିକମରେ ୧୦୦୦ ଟଙ୍କା ଭତ୍ତା ଦେବାକୁ ଦାବି କରିଛି ସଂଗଠନ ।