ଲୁଟର ୨୪ ଘଣ୍ଟା ଭିତରେ ମିଳିଲା ଗହଣା
5/05/2018 at 10:21 PM

ଲୁଟର ୨୪ ଘଣ୍ଟା ମଧ୍ୟରେ ଲୁଟେରାକୁ କାବୁ କରିବା ସହ ତା ନିକଟରୁ ଲୁଟ୍ ଗହଣା ଓ ଟଙ୍କା ଜବତ କରିଛି ଆରପିଏଫର ସ୍ପେଶାଲ ଟାକ୍ସ ଫେ।ର୍ସ । ଗତକାଲି ବିଶାଖାପାଟଣାରୁ ବିବାହ ପାଇଁ ଭୁବନେଶ୍ବର ଆସୁଥିଲେ ଜଣେ ଯୁବତୀ । କେ।ଣାର୍କ ଏକ୍ସପ୍ରେସରେ ଆସୁଥିବା ବେଳେ ଭୁବନେଶ୍ବର ଷ୍ଟେସନ ନିକଟରେ ୫ ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟିନେଇଥିଲେ ଦୁର୍ବୃତ୍ତ ।
Related Posts
ଗୃହରେ ସ୍ପଷ୍ଟ କଲେ ନବୀନ, କହିଲେ- ଶ୍ରଦ୍ଧା ମୋର ଫିଜିଓ ଥେରାପିଷ୍ଟ
3 October 2023