ରେଳ ଧାରଣା କଡ଼ରୁ ଦୁଇ ମୃତ ଦେହ ଉଦ୍ଧାର
1/06/2018 at 9:53 PM

ଆଜି ସକାଳୁ ରାଉରକେଲା ପାନପୋଷ ରେଳ ଷ୍ଟେସନ ଠାରୁ ମାତ୍ର 40 ମିଟର ଦୁରରୁ ଜଣେ ଯୁବକ ସହ ଜଣେ ମହିଳାଙ୍କ ଦୁଇଟି ମୃତ ଦେହ ଉଦ୍ଧାର କରିଛି ରାଉରକେଲା ରେଳବାଇ ପୋଲିସ । ଯୁବକଙ୍କ ନାଁ ଆଶିଶ ମହତ ହୋଇଥିବାବଳେ ତାଙ୍କ ଘର ପଶ୍ଚିମବଙ୍ଗ ପୁରୁଲିଆ ଅଞ୍ଚଳରେ ମହିଳାଙ୍କ ବୟସ ୩୫ ରୁ ୪୦ ହୋଇଥିବା ବଳେ ପରିଚ଼ୟ ଜଣାପଡ଼ିନାହିଁ । କେଉଁ ସ୍ଥିତି ଓ ପରିସ୍ଥିତରେ ଏହି ଦୁଇଜଣଙ୍କ ମୃତ ଦେହ ରେଳ ଧାରଣା କଡ଼ରେ ପଢ଼ଥିଲା, ତାହାର ତଦନ୍ତ ରେଳବାଇ ପୋଲିସ କରୁଥିବା ବଳେ ହତ୍ୟା ବୋଲି ମଧ୍ୟ ସଂନ୍ଦେହ ଘେରକୁ ଆସୁଛି । ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନା କୁ ଆସିବ ।