vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ରେଭେନ୍ସାରେ କୁହୁଳୁଛି ଅସନ୍ତୋଷ

5/05/2018 at 11:15 PM

ରେଭେନ୍ସାରେ କୋର୍ସ ଫି ବୃଦ୍ଧି ଏବଂ ହଷ୍ଟେଲ ଛାଡ଼ିବାକୁ ନେଇ ଛାତ୍ର ଅଶାନ୍ତି । କୋର୍ସ ଫି ୩୦ ହଜାରରୁ ୪୦ ହଜାର ଟଙ୍କାକୁ ବୃଦ୍ଧି ଏବଂ ମରାମତି ପାଇଁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ହୋଇଥିବାରୁ ଏଭଳି ଛାତ୍ର ଅସନ୍ତୋଷ ଲାଗି ରହିଛି । ଏହାକୁ ରେଭେନ୍ସା ଛାତ୍ର କ୍ରିୟାନୁଷ୍ଠାନ କମିଟି ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ପ୍ରସ୍ତୁତ ହେଉଛନ୍ତି ।

Leave a Reply

   Related Posts