ରେଭେନ୍ସାରେ କୁହୁଳୁଛି ଅସନ୍ତୋଷ
5/05/2018 at 11:15 PM

ରେଭେନ୍ସାରେ କୋର୍ସ ଫି ବୃଦ୍ଧି ଏବଂ ହଷ୍ଟେଲ ଛାଡ଼ିବାକୁ ନେଇ ଛାତ୍ର ଅଶାନ୍ତି । କୋର୍ସ ଫି ୩୦ ହଜାରରୁ ୪୦ ହଜାର ଟଙ୍କାକୁ ବୃଦ୍ଧି ଏବଂ ମରାମତି ପାଇଁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ହୋଇଥିବାରୁ ଏଭଳି ଛାତ୍ର ଅସନ୍ତୋଷ ଲାଗି ରହିଛି । ଏହାକୁ ରେଭେନ୍ସା ଛାତ୍ର କ୍ରିୟାନୁଷ୍ଠାନ କମିଟି ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ପ୍ରସ୍ତୁତ ହେଉଛନ୍ତି ।
Related Posts
ଶିକ୍ଷକ ଆନ୍ଦୋଳନ ସ୍ଥଗିତ: ଡିସେମ୍ବର ସୁଦ୍ଧା ଦାବି ପୂରଣ ନେଇ ମିଳିଲା ପ୍ରତିଶ୍ରୁତି
23 September 2023