vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ରେଙ୍ଗାଲି ସମବାୟ ସମିତିରେ ମହାଦୁର୍ନିତୀ

31/05/2018 at 8:31 PM

ଚାଷୀଙ୍କୁ ସାର,ବିହନ ସହ, କୃଷିକାର୍ଯ୍ୟ ସମୟରେ, ଛୋଟ ଓ ମଧ୍ୟମ ଋଣଦେବା ପାଇଁ ରାଜ୍ୟ ସରକାର, ବ୍ଲକ୍ସ୍ତରରେ ସେବାସମବାୟ ସମିତି କରିଛନ୍ତି। ଏହି ସେବା ସମବାୟ ସମିତିକୁ ପ୍ରତିବର୍ଷ ଶହଶହ କୋଟି ଟଙ୍କା ପ୍ରଦାନ କରାଯାଉଛି। ହେଲେ ଋଣ,ସାର,ବିହନ ଚାଷୀଙ୍କ ପାଖକୁ ପହଞ୍ଚିବା ପୂର୍ବରୁ,ବାଟମାରଣା ହେଉଛି। ଏପରିକି ଚାଷୀଙ୍କ ନାମରେ ,ଜାଲ୍ ଦସ୍ତଖତ କରି, କୋଟିଏରୁ ଅଧିକ ଟଙ୍କା ବାଟମାରଣା କରିଦେଇଛନ୍ତି,ସମବାୟ ସମିତିର ସଂପାଦକ ଓ ସହ ସଂପାଦକ। ଏପରି ମହାଦୁର୍ନିତୀ ଦେଖିବାକୁ ମିଳିଛି,ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସମବାୟ ସମିତିରେ। ଶହଶହ ଚାଷୀଙ୍କ ନାମରେ ଜାଲ୍ ଦସ୍ତଖତ କରି, ସଂପାଦକ ଓ ସହ ସଂପାଦକ ୬୦ଲକ୍ଷଟଙ୍କାର ସାର ବିକ୍ରି କରିସାରିଥିବା ବେଳେ,୨୧୯ଜଣ ଚାଷୀଙ୍କ ନାମରେ ଏକକୋଟି ୮୮ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ସେହିପରି ଚାଷୀଙ୍କ ପାଇଁ ଆସିଥିବା ସମସ୍ତ ପ୍ରକାର ସବ୍ସିଡି ମଧ୍ୟ ଏହି କରିତ୍କର୍ମା ସହସଂପାଦକ ହଡପ କରିଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଚାଷୀମାନେ।

Leave a Reply

   Related Posts