ରିମାଣ୍ଡ ଅବଧି ସରିବା ପରେ ଜେଲ ହାଜତକୁ ଗଲା ପାଟଣାଗଡ ଗିଫ୍ଟ ବୋମାର ମାଷ୍ଟରମାଇଣ୍ଡ ପୁଞିଲାଲ
7/05/2018 at 9:42 PM

ସରିଛି ପୁଞିଲାଲର ପାଞ୍ଚ ଦିନଆ ରିମାଣ୍ଡ ଅବଧିର ସମୟ। ଆଜି ସକାଳୁ ସ୍ଥାନୀୟ କେନ୍ଦୁଲିଫ ବଙ୍ଗଳାରୁ ପୁଞିଲାଲକୁ ସିଧା ଡାକ୍ତରଖାନା ନେଇ ସ୍ବାସ୍ଥ୍ୟ ପରିକ୍ଷା କରିଥିଲା କ୍ରାଇମବ୍ରାଞ୍ଚ। ସ୍ବାସ୍ଥ୍ୟ ପରୀକ୍ଷା ପରେ ପାଟଣାଗଡ ଏସଡିଜେଏମ କୋର୍ଟରେ ପୁଞିଲାଲକୁ ହାଜର କରିଥିଲା କ୍ରାଇମବ୍ରାଞ୍ଚ। ସେପଟେ ପୁଞିଲାଲ ଓକିଲ ଜାମିନ ପାଇଁ କରାଯାଇଥିବା ଆବେଦନକୁ ଖାରଜ କଲେ ମାନ୍ୟବର କୋର୍ଟ। ଏପଟେ ରାୟପୁରରେ ଡେରା ପକାଇ ଅଟୋଚାଳକ ଓ ରିକ୍ସାଚାଳକଙ୍କୁ ଟ୍ରାକ କରୁଛି କ୍ରାଇମବ୍ରାଞ୍ଚ ।
Related Posts
ଘରେ ପଶି ମହିଳାଙ୍କୁ ଗୁଳିମାଡ଼, ପୋଲିସ ଖୋଜୁଛି କାରଣ
6 December 2023
ପୂର୍ବବିବାଦରୁ ଗୋଷ୍ଠୀ ସଂଘର୍ଷ, ଏକାଧିକ ଲୋକ ଆହତ
6 December 2023