ରାେୟଗଡ଼ାରେ ପିଲା ଚୋରି ଗୁଜବ ଘଟଣାରେ ୧୬ ଜଣ ଗିରଫ
29/05/2018 at 9:28 PM

ରାେୟଗଡ଼ାରେ ପିଲା ଚୋରି ଗୁଜବ ଘଟଣାରେ ବେରୁଗୁଡ଼ା ଓ ଶୁଣ୍ଡିପଦର ଗାଁରେ ୧୬ ଜଣଙ୍କୁ ଗିରଫ କରିଛି ପୋଲିସ । ଗତ ୪ ଦିନ ତଳେ ବେରୁଗୁଡ଼ା ଗ୍ରାମବାସୀ ସଙ୍ଘବଧ ଭାବେ ୨ ଜଣଙ୍କୁ ଆକ୍ରମଣ କରି ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଥିଲେ ।