ରାତିର ରାଜନୀତି
3/05/2018 at 11:23 PM

୧୯ ନିର୍ବାଚନ ପାଖେଇ ଆସୁଥିବା ବେଳେ ତିନି ପ୍ରମୁଖ ରାଜନୈତିକ ଦଳ ଆପଣାଇଛନ୍ତି ନୂଆ ଫଣ୍ଡା । ପ୍ରତିନ୍ଦ୍ୱନ୍ଦିତାମୂଳକ ଭାବେ ଚଳାଇଛନ୍ତି ଗାଁକୁ ଚାଲ ରାଜନୀତି । ରାତିରେ ଗାଁରେ ରହି ଟୁଙ୍ଗିରେ ଭାଗବତ ପଢ଼ିଲା ଭଳି ରାଜନୀତି କରିବେ । ଲୋକଙ୍କ ଭଲ ମନ୍ଦ ବୁଝି ପରସ୍ପରର ଖୁଣ ଖୁଣ୍ଟିବେ ତିନି ପ୍ରମୁଖ ରାଜନୈତିକ ଦଳ ।