LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରାଜ୍ୟ କଂଗ୍ରେସର ହେବ ନବକଳେବର

15/04/2018 at 1:29 AM

ଖୁବ୍ ଶୀଘ୍ର ରାଜ୍ୟ କଂଗ୍ରେସର ହେବ ନବକଳେବର । ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ନିୟମିତ କିଛି କଂଗ୍ରେସ ନେତାଙ୍କୁ ସାକ୍ଷାତ ଜାରି ରଖିଛନ୍ତି । ଓଡ଼ିଶାରେ ସଂଗଠନକୁ ମଜବୁତ୍ କରିବା ପାଇଁ ଖୁବଶୀଘ୍ର ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯାଇଛି ଆଉ ତାକୁ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବ । ବୁଥସ୍ତରରୁ ଉପର ପର୍ଯ୍ୟନ୍ତ ଦଳରେ ପରିବର୍ତନ ନେଇ ଗଲା ବର୍ଷେ ହେବ ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ତା’ହେଲେ ପ୍ରଶ୍ନ ଉଠୁଛି ଯଦି ବର୍ଷେ ହେଲାଣି ପ୍ରକ୍ରିୟା ଚାଲିଛି ତାହେଲେ ବିଜେପୁରରେ କଂଗ୍ରେସ ଅମାନତ ହରାଇଲା କାହିଁକି ? ଦଳୀୟ ସଂଗଠନକୁ ନେଇ ଏବେ ପ୍ରସାଦଙ୍କ ଏଭଳି ଦମ୍ଭୋକ୍ତି କ’ଣ ଦର୍ଶାଉଛି ? ଉତ୍ତର ଖୋଜିବାକୁ ଚେଷ୍ଟା କରିବା ଏଇ ରିପୋର୍ଟରେ ।

Leave a Reply

   Related Posts