ରାଜଧାନୀ ନିକଟ ପଳାଶୁଣୀରେ ଯୁବକଙ୍କୁ ଛୁରି ଭୁଶି ହତ୍ୟା
10/05/2018 at 9:39 PM

ରାଜଧାନୀ ନିକଟ ପଳାଶୁଣୀରେ ଯୁବକଙ୍କୁ ଛୁରି ଭୁଶି ହତ୍ୟା କରିଛନ୍ତି ଦୁର୍ବୁତ । ମଦ ଦୋକାନ ନିକଟରେ ଯୁବକକୁ ହତ୍ୟା କରି ଫେରାର୍ ହୋଇଯାଇଛନ୍ତି ଦୁର୍ବୁତ । ଯୁବକ ଜଣକ ହେଲେ ଧୋବା । ତାଙ୍କ ଘର ନୟାଗଡ ଅଞ୍ଚଳରେ । ସେ ପଳାଶୁଣିର ଏକ ବସ୍ତିରେ ରହୁଥିଲେ । ପଳାଶୁଣିରେ ଥିବା ମଦ ଦୋକାନ ଏବଂ ପାଖ ପାନ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ଜାଞ୍ଚ୍ କରୁଛି କମିଶନରେଟ୍ ପୋଲିସ । ମଦ ପିଇବାକୁ ନେଇ ଗଣ୍ଡଗୋଳ ଯୋଗୁଁ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
Related Posts
ଖୋଲିଲା ହୀରାକୁଦ ଜଳଭଣ୍ଡାର ଆଉ ୩ ଗେଟ୍, ମୋଟ୍ ୧୦ ଗେଟ୍ ଦେଇ ଜଳ ନିଷ୍କାସନ ଜାରି
30 September 2023
ସ୍କ୍ରବ ଟାଇଫସ୍ ଆତଙ୍କ ଘଟଣା, ସୁନ୍ଦରଗଡ ଗସ୍ତରେ ୬ ଜଣିଆ ମେଡିକାଲ ଟିମ୍
30 September 2023
ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ: ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ
30 September 2023
ଶେଷ ହେଲା ଜଟଣୀର ପ୍ରସିଦ୍ଧ ଗଣେଶ ପୂଜା, ପୁଣି ଆର ବରଷକୁ ଅପେକ୍ଷା
30 September 2023