ରାଜଧାନୀର ଏକ ଘରୋଇ ହସ୍ପିଟାଲରୁ ମାଓବାଦୀ ଗିରଫ
31/05/2018 at 8:24 PM

ରାଜଧାନୀର ଏକ ଘରୋଇ ହସ୍ପିଟାଲରୁ ମାଓବାଦୀ ଗିରଫ। ଓଡ଼ିଶା-ପଶ୍ଚିମବଙ୍ଗ ପୋଲିସର ମିଳିତ ଚଢାଉରେ ଗିରଫ। ଗିରଫ ମାଓବାଦୀ ଅଲ୍ଲିକ ଚକ୍ରବର୍ତ୍ତୀ। ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ମାଓବାଦୀ।
Prameya News7, News7 Odia, Odisha Latest News, Odisha Current Headlines, Odisha News Online