ରାଜଧାନୀରେ ୨ଟି ଡକାୟତ ଗ୍ୟାଙ୍ଗର ୧୬ ଜଣ ଲୁଟେରା ଗିରଫ
18/04/2018 at 3:15 AM

କମିଶନରେଟ ପୋଲିସକୁ ସଫଳତା । ଗୋଟିଏ ଦିନରେ ୨ଟି ଡକାୟତ ଗ୍ୟାଙ୍ଗର ୧୬ ଜଣ ଲୁଟେରା ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଏମାନଙ୍କ ପାଖରୁ ୪ଟି ପିସ୍ତଲ, ୭ ରାଉଣ୍ଡ ଗୁଳି ଏବଂ ୯ଟି ବାଇକ ଜବତ ହୋଇଛି ।
Related Posts
କାଳବୈଶାଖୀ ପ୍ରଭାବରେ ବଜ୍ରପାତ, ଜଳିଗଲା ୭ ବଖରା ଘର
2 June 2023