ରାଜଧାନୀରେ ଦିନରେ ବେଲୁନ୍ ବିକାଳୀ ଏବଂ ରାତିରେ ଚୋରୀ
12/06/2018 at 12:10 AM

ରାଜଧାନୀରେ ଦିନରେ ବେଲୁନ୍ ବିକାଳୀ ଏବଂ ରାତିରେ ଚୋରୀ। ଶନିବାର ବିଳମ୍ୱିତ ରାତିରେ ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳରେ ୬ ଜଣ ଡକାୟତି ଉଦ୍ଦ୍ୟମ ବେଳେ ଜଣକୁ ସ୍ଥାନିୟ ଲୋକେ କାବୁ କରି ପୋଲିସ କୁ ଜିମା ଦେଇଥିଲେ।
Prameya News7, News7 Odia, Odisha Latest News, Odisha Current Headlines, Odisha News Online