ରାଉଲକେଲାରେ କାର୍ଯ୍ୟକ୍ଷମ ହୋଇପାରୁନି ନୂତନ ବସ୍ ଟର୍ମିନାଲ
14/04/2018 at 11:29 PM

ରାଉଲକେଲା ସହରର ଲୁହୁରାଢିପା ଠାରେ 2କୋଟି ଟଙ୍କାରେ ନିର୍ମ।ଣ ହୋଇଛି ବସ ଟର୍ମିନାଲ ହଲେ ହୋଇପାରିନାହିଁ କାର୍ଯ୍ୟକ୍ଷମ । ପୁରୁଣା ବସଷ୍ଠାଣ୍ଡ ସ୍ଥାନା’ରିତ ନହେବା ଓ ଟର୍ମିନାଲର ରକ୍ଷଣବେକ୍ଷଣ ଅଭାବ ଯୋଗୁଁ ତାହା ବର୍ତ୍ତମାନ ଭାଙ୍ଗିରୁଜି ନଷ୍ଠ ହେବାକୁ ବସିଛି।