ରାଉରକେଲା ବର୍ଯ୍ୟନାଳରେ ଭାସୁଥିବା ୪ ଜଣଙ୍କର ମୃତଦେହ ପାଇଁ ଉଦ୍ଧାରକାର୍ଯ୍ୟ ଜାରି
13/06/2018 at 1:06 AM

ରାଉରକେଲା ଶୀତଳପଡ଼।ର ୫ ଜଣ ଯୁବକ ଗତ ତିନି ତାରିଖରେ ଷ୍ଟିଲ ପ୍ଲାଂଟ ଭିତରକୁ ଚୋରୀ କରିବା ଉଦେଶ୍ୟରେ ଯାଇ ନିଖୋଜ ହୋଇଯାଇଥତ୍ବା ଘଟଣାରେ । ଗତ ଶନିବାର ଦିନ ଠାରୁ ଆରମ୍ବ ହୋଇଥତ୍ବା ଉଦ୍ଦାର କାର୍ଯ୍ୟ ଆରମ୍ବ ହୋଇଥତ୍ବା ବଳେ ଉଦ୍ଧାର କାର୍ଯ୍ୟର ପ୍ରଥମ ଦିନରେ ଅର୍ଥ।ତ ଶୁକ୍ରବାର ସଂଧ୍ୟାରେ ଗୋଟିଏ ମୃତ ହେଉ ଉଦ୍ଧାର କରାଯାଇଥତ୍ବା ବଳେ ବର୍ତମାନ ସୁଦ୍ଧା ଟନେଲ ପାଣିରେ ଭାସୁଛି ୪ ଜଣଙ୍କ ମୃତ ଦେହ । ଯାହା ଉଦ୍ଦାର କରିବା କଷ୍ଟକର ହୋଇଯାଇଛି । ଗତକାଲି ଟନେଲ ବ୍ଲାଷ୍ଟିଙ୍ଗ କରି ମୃତ ଦେହ ଉଦ୍ଧାର କରାଯିବାର ଯୋଜନା କରାଯାଉଥତ୍ବା ବଳେ , ଗତକାଲି ରାଉରକେଳାରେ ଆସିଥତ୍ଲେ କେନ୍ଦ୍ର ଇସ୍ଫାତ ମନ୍ତ୍ରୀ ଶ୍ର ଚୋୈଧୁରୀ ବିରେନ୍ଦ୍ର ସିଂ , ତେଣୁ ବ୍ଲାଷ୍ଟିଙ୍ଗ କୁ ସ୍ଥଗିତ ରଖାଯାଇ ଉଦ୍ଧାର କାର୍ଯ୍ୟ ଦୁଇଟି ପୋKfòw ମେସିନ ରେ କରାଯାଇଥିଲା । ଆଜି ହୋଇପାରେ ବ୍ଲାଷ୍ଟିଙ୍ଗ।