vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେନିସକୁ ଅଲବିଦା କହିଥାନ୍ତେ ରାଫେଲ ନାଦାଲ ! କିନ୍ତୁ…
  • ||
  • ଖୋର୍ଦ୍ଧା : ରାସ୍ତାକଡ଼କୁ ଖସିଲା ‘ଲିଙ୍ଗରାଜ’, ବସ୍‌ରେ ଥିଲେ ୨୦ରୁ ଅଧିକ ଯାତ୍ରୀ…
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍
  • ||
  • ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା
  • ||
  • ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଶେଷଦିନରେ ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ
  • ||
  • ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ
  • ||
  • ମୌସୁମୀକୁ ସକ୍ରିୟ କରିବ ଲଘୁଚାପ : ରବିବାର ଓ ସୋମବାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ରାଉରକେଲା ବର୍ଯ୍ୟନାଳରେ ଭାସୁଥିବା ୪ ଜଣଙ୍କର ମୃତଦେହ ପାଇଁ ଉଦ୍ଧାରକାର୍ଯ୍ୟ ଜାରି

13/06/2018 at 1:06 AM

ରାଉରକେଲା ଶୀତଳପଡ଼।ର ୫ ଜଣ ଯୁବକ ଗତ ତିନି ତାରିଖରେ ଷ୍ଟିଲ ପ୍ଲାଂଟ ଭିତରକୁ ଚୋରୀ କରିବା ଉଦେଶ୍ୟରେ ଯାଇ ନିଖୋଜ ହୋଇଯାଇଥତ୍ବା ଘଟଣାରେ । ଗତ ଶନିବାର ଦିନ ଠାରୁ ଆରମ୍ବ ହୋଇଥତ୍ବା ଉଦ୍ଦାର କାର୍ଯ୍ୟ ଆରମ୍ବ ହୋଇଥତ୍ବା ବଳେ ଉଦ୍ଧାର କାର୍ଯ୍ୟର ପ୍ରଥମ ଦିନରେ ଅର୍ଥ।ତ ଶୁକ୍ରବାର ସଂଧ୍ୟାରେ ଗୋଟିଏ ମୃତ ହେଉ ଉଦ୍ଧାର କରାଯାଇଥତ୍ବା ବଳେ ବର୍ତମାନ ସୁଦ୍ଧା ଟନେଲ ପାଣିରେ ଭାସୁଛି ୪ ଜଣଙ୍କ ମୃତ ଦେହ । ଯାହା ଉଦ୍ଦାର କରିବା କଷ୍ଟକର ହୋଇଯାଇଛି । ଗତକାଲି ଟନେଲ ବ୍ଲାଷ୍ଟିଙ୍ଗ କରି ମୃତ ଦେହ ଉଦ୍ଧାର କରାଯିବାର ଯୋଜନା କରାଯାଉଥତ୍ବା ବଳେ , ଗତକାଲି ରାଉରକେଳାରେ ଆସିଥତ୍ଲେ କେନ୍ଦ୍ର ଇସ୍ଫାତ ମନ୍ତ୍ରୀ ଶ୍ର ଚୋୈଧୁରୀ ବିରେନ୍ଦ୍ର ସିଂ , ତେଣୁ ବ୍ଲାଷ୍ଟିଙ୍ଗ କୁ ସ୍ଥଗିତ ରଖାଯାଇ ଉଦ୍ଧାର କାର୍ଯ୍ୟ ଦୁଇଟି ପୋKfòw ମେସିନ ରେ କରାଯାଇଥିଲା । ଆଜି ହୋଇପାରେ ବ୍ଲାଷ୍ଟିଙ୍ଗ।

   Related Posts