vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେନିସକୁ ଅଲବିଦା କହିଥାନ୍ତେ ରାଫେଲ ନାଦାଲ ! କିନ୍ତୁ…
  • ||
  • ଖୋର୍ଦ୍ଧା : ରାସ୍ତାକଡ଼କୁ ଖସିଲା ‘ଲିଙ୍ଗରାଜ’, ବସ୍‌ରେ ଥିଲେ ୨୦ରୁ ଅଧିକ ଯାତ୍ରୀ…
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍
  • ||
  • ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା
  • ||
  • ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଶେଷଦିନରେ ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ
  • ||
  • ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ
  • ||
  • ମୌସୁମୀକୁ ସକ୍ରିୟ କରିବ ଲଘୁଚାପ : ରବିବାର ଓ ସୋମବାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ରାଉରକେଲା ଟନେଲରୁ ସମସ୍ତ ୫ ଜଣଙ୍କର ମୃତଦେହ ଉଦ୍ଧାର

16/06/2018 at 10:47 PM

ଚୋରୀ କରିବାକୁ ଯାଇ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଟନେଲ ପାଣିରେ ମୃତ୍ୟୁ କରିଥିବା ୫ଜଣଙ୍କ ମୃତ ଦେହ ଉଦ୍ଧା ର କରାଯାଇଛି। ଗତ ଶନିବାର ଜଣକର ଗତକାଲି ଜଣକର ଆଉ ଆଜି ୩ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି। ଅଭିଯୋଗଯେ ଆଜି ନୁହେଁ ଲଗାତର ଭାବରେ ଷ୍ଟିଲ ପ୍ଲାଣ୍ଟରୁ ହେଉଛି ଏହି ଗଳାବାଟ ଦେଇ ଚୋରୀ । ଚୋରଙ୍କ ସହ ହାତ ମିଳାଇଛନ୍ତି ଷ୍ଟିଲ ପ୍ଲାଣ୍ଟର ଅସାଧୁ କର୍ମଚାରୀଙ୍କ ସହ ସୁରକ୍ଷା ଦାଇତ୍ୱରେ ଥବା ସି.ଆ.ଏସ୍.ଏଫ ଯବାନ ଆଉ ବାହାରେ ଥାଇ ଏହି ଚୋରୀକୁ ଅପରେଟ କରୁଛନ୍ତି ଅନେକ ସ୍କାଫ୍ ମାଫିଆ। ପୁରା ଘଟଣାର ତଦନ୍ତ କରାଯିବ ବୋଲି ରାଉରକେଲା ଏସ୍‌.ପି କହିଛନ୍ତି।

   Related Posts