ରାଉରକେଲାରେ ୬୦୦ ପ୍ୟାକେଟ ବ୍ରାଉନ ସୁଗର ଜବତ
13/06/2018 at 12:57 AM

ଗତ କାଲି ସଂଧ୍ୟାରେ ରାଉରକେଲା ପ୍ଲାଣ୍ଟ୍ସାଇଟ୍ ପୋଲିସ , ପ୍ଲାଣ୍ଟ୍ଟସାଇଟ୍ ଥାନା ଅଞ୍ଚଳରୁ ୬୦୦ ପ୍ୟାକେଟ ବ୍ରାଉନ ସୁଗର ଜବତ କରିବା ସହ ଜଣେ ମହିଳାଙ୍କୁ ଅଟକ ରଖତ୍ଛି । ଜବତ ହୋଇଥତ୍ବା ବ୍ରାଉନ ସୁଗରର ଦାମ୍ ଲକ୍ଷାଧତ୍କ ଟଙ୍କା ହୋଇଥିବା ବଳେ ଏହି ମାମଲାରେ ପୋଲିସ ଜଣେ ମହିଳାଙ୍କୁ ଅଟକ ରଖଛନ୍ତି। ଥାନାରେ ଅଟକ ଥିବା ମହିଳା ଅନେକ ଦିନ ହଲା ଏହି ବ୍ରାଉନ ସୁଗର ବେପାରରେ ସାମିଲ ଥିବା ବଳେ ପୋଲିସ ପାଖରେ ଖବର ଥିଲା । ପୋଲିସ ଏହି ମହିଳାଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଥିଲା । ପରେ ବ୍ରାଉନ୍ ସୁଗର ସହ ମହିଳାଙ୍କ ଧରି ଥାନାରେ ଅଟକ ରଖିଛନ୍ତି । ପୋଲିସ ମହିଳାଙ୍କ ନା ସହ ପରିଚୟ ପ୍ରକାଶ କରି ନଥିବା ବଳେ ଥାନାରେ ଅଟକ ଥିବା ମହିଳା ଜଣେ ପ୍ରଭାବଶାଳୀ ବୋଲି ଜଣାପଢ଼ବା ସହ ତାଙ୍କର ରାଜନୈତିକ ସଂପର୍କ ରହିଥିବାର ଜଣାପଢ଼ୁଛି ।