ରାଉରକେଲାରେ ୨ବର୍ଷ ହେଲାଣି ସରୁନି ଫ୍ଲାଏ ଓଭର କାମ, ନିମ୍ନମାନ କାମର ଅଭିଯୋଗ
18/05/2018 at 8:58 PM

ରାଉରକେଲା ସହରର ଆଇ.ଟି.ଆଇ ଓ ଏସ୍.ଟି.ଆଇ ଛକରେ ପୁର୍ତ୍ତ ବିଭାଗ ପକ୍ଷରୁ ଦୁଇ ଦୁଇଟି ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ଚାଲିଛି। ଯାହାକୁ ବ୍ରାହ୍ମଣୀ ଇଂଜିକମ୍ ନାମକ ଠିକା ସଂସ୍ଥା ନିର୍ମାଣ ଦାଇତ୍ବ ନେଇଛି । ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ କାମ ସରିବାର ନାଁ ଧରୁନାହିଁ ।ବ୍ରାହ୍ମଣୀ ଇଂଜିକମ୍ ଠିକା ସଂସ୍ଥାର ଢ଼ଲା କାମ ସହ ପୁର୍ତ୍ତ ବିଭାଗର ବିଭାଗୀୟ ଅଧତ୍କାରୀଙ୍କ ଖାମଖିଆଲି ମନଭାବ ଯୋଗୁଁ ସରୁନାହିଁ କାମ । ଅନ୍ୟ ପକ୍ଷରେ ନିମ୍ନ ଧରଣର କାମ ହେଉଥିବାର ଅଭିଯୋଗ ମଧ୍ୟ ଆସିଛି ।
Related Posts
ଘରେ ପଶି ମହିଳାଙ୍କୁ ଗୁଳିମାଡ଼, ପୋଲିସ ଖୋଜୁଛି କାରଣ
6 December 2023
ପୂର୍ବବିବାଦରୁ ଗୋଷ୍ଠୀ ସଂଘର୍ଷ, ଏକାଧିକ ଲୋକ ଆହତ
6 December 2023