oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ରାଉରକେଲାରେ ୨ବର୍ଷ ହେଲାଣି ସରୁନି ଫ୍ଲାଏ ଓଭର କାମ, ନିମ୍ନମାନ କାମର ଅଭିଯୋଗ

18/05/2018 at 8:58 PM

ରାଉରକେଲା ସହରର ଆଇ.ଟି.ଆଇ ଓ ଏସ୍.ଟି.ଆଇ ଛକରେ ପୁର୍ତ୍ତ ବିଭାଗ ପକ୍ଷରୁ ଦୁଇ ଦୁଇଟି ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ଚାଲିଛି। ଯାହାକୁ ବ୍ରାହ୍ମଣୀ ଇଂଜିକମ୍ ନାମକ ଠିକା ସଂସ୍ଥା ନିର୍ମାଣ ଦାଇତ୍ବ ନେଇଛି । ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ କାମ ସରିବାର ନାଁ ଧରୁନାହିଁ ।ବ୍ରାହ୍ମଣୀ ଇଂଜିକମ୍ ଠିକା ସଂସ୍ଥାର ଢ଼ଲା କାମ ସହ ପୁର୍ତ୍ତ ବିଭାଗର ବିଭାଗୀୟ ଅଧତ୍କାରୀଙ୍କ ଖାମଖିଆଲି ମନଭାବ ଯୋଗୁଁ ସରୁନାହିଁ କାମ । ଅନ୍ୟ ପକ୍ଷରେ ନିମ୍ନ ଧରଣର କାମ ହେଉଥିବାର ଅଭିଯୋଗ ମଧ୍ୟ ଆସିଛି ।

Leave a Reply

   Related Posts