ଯାଜପୁର ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ବିପର୍ଯ୍ୟସ୍ତ
9/05/2018 at 9:33 PM

ଯାଜପୁର ଦଶରଥପୁର ବ୍ଲକ ଆଧିନରେ ଥିବା ମଙ୍ଗଳପୁର ଡାକ୍ତରଖାନାରେ ରୋଗୀ ସେବା ବିପର୍ଯ୍ୟସ୍ତ। ଆବଶ୍ୟକ ସଂଖ୍ୟାରେ ଡାକ୍ତର କି କର୍ମଚାରୀ ନାହାନ୍ତି । ସ୍ତ୍ରୀ ଓ ପ୍ରସୂତି ଘରର କାନ୍ଥ ଫାଟି ଆଁ କଲାଣି । ରୋଗୀଙ୍କ ପାଇଁ ସୌଚାଳୟ ନଥିବାରୁ ବାହାରେ ସୌଚ ହେବାକୁ ପଡୁଛି । ରୋଗୀଙ୍କ ବେଡ୍ ସବୁ ଖରାପ ହୋଇଥିବାବେଳେ ଆମ୍ୱୁଲାନ୍ସ ଅଚଳ ହୋଇପଡ଼ିଛି । ସେପଟେ ଡାକ୍ତର ନିଯୁକ୍ତି ଓ ଡାକ୍ତରଖାନାର ଉନ୍ନତି ପାଇଁ ଉଦ୍ୟମ ଚାଲିଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ।
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023