oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଯାଜପୁର ବରୀ ବ୍ଲକ ଇଶାନପୁର ପଞ୍ଚାୟତ ଶଙ୍କରାକୂଳ ଗ୍ରାମର ଦଳିତ ବସ୍ତିରେ ପାନୀୟ ଜଳ ସମସ୍ୟା

21/05/2018 at 9:25 PM

ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ ବରୀରେ ଆରମ୍ଭ ହୋଇଛି ପାନୀୟ ଜଳର ସମସ୍ୟା । ସମସ୍ୟା ଦିନେ ଦୁଇ ଦିନର ନୁହେଁ , ବର୍ଷ ବର୍ଷ ଧରି ଚାଲିଛି । ନା ଅଛି ପ୍ରଶାସନର ନଜର , ନାପଡୁଛି ରାଜନୈତିକ ନେତୃମଣ୍ଡଳୀଙ୍କ ଦୃଷ୍ଟି । ଶୁଖିଯାଉଥିବା ବ୍ରାହ୍ମଣୀ ନଦୀର ଏକ ଅଚଳ ଜଳ ଜମି ରହିଥିବା ଛନ୍ଦା ଉପରେ ନିର୍ଭର କରୁଛନ୍ତି ଗାଈ, ମଇଁଷି, ଘୁଷୁରି । ଆଉ ସେହି ନଦୀତୁଠର ଜଳକୁ ବ୍ୟବହାର କରୁଛନ୍ତି ଯାଜପୁର ବରୀ ବ୍ଲକ ଇଶାନପୁର ପଞ୍ଚାୟତ ଶଙ୍କରାକୂଳ ଗ୍ରାମର ଦଳିତ ବସ୍ତିର ୨୦ ପରିବାର । ପାନୀୟ ଜଳ ଓ ଗାଧେଇବା ପାଇଁ ଜଳର ସଂପୁର୍ଣ୍ଣ ଅଭାବ ଦେଖାଇଦେଇଛି । ଏହି ଅଭାବ ଦୀର୍ଘ ଦିନ ହେଲା ଲାଗି ରହିଛି । ଯେତେ ଗୁହାରୀ କଲେ ମଧ୍ୟ କେହି ସେମାନଙ୍କ ଗୁହାରୀ ଶୁଣୁନାହାନ୍ତି । ଉକ୍ତ ଦଳିତ ବସ୍ତିରେ ୨୦ ଟି ପରିବାର ବାସ କରନ୍ତି । ଲୋକ ସଂଖ୍ୟା ପାଖାପାଖି ୩୦୦ । ଗୋଟିଏ ହେଲେ ନଳକୂପ କିମ୍ବା କୂପ ଏହି ବସ୍ତିରେ ନାହିଁ ।

Leave a Reply

   Related Posts