ଯାଜପୁର କୋରେଇ ବ୍ଲକ ଅନ୍ତର୍ଗତ କାଚରା ସାହି ପଞ୍ଚାୟତ କଈଁଆ ଗାଁରେ ଜଳ ସଙ୍କଟ
16/05/2018 at 9:51 PM

ଯାଜପୁର କୋରେଇ ବ୍ଲକ ଅନ୍ତର୍ଗତ କାଚରା ସାହି ପଞ୍ଚାୟତ କଈଁଆ ଗାଁରେ ଜଳ ସଙ୍କଟ । ଗାଁର ଲୋକ ସଂଖ୍ୟା ୩ ହଜାର ରହିଥିବା ବେଳେ ଅଛିମାତ୍ର ୪ ଟି ନଳକୂପ । ସେଥିରୁ ୨ ଟି ନଳକୂପ ଅଚଳ । ଗଁ ଲୋକେ ପ୍ରଶାସନକୁ ଅଭିଯୋଗ କରି କରି ଥକି ଗଲେଣି । ହେଲେ ପ୍ରଶାସନ ଶୁଣୁନି ।