ମୋଦିଙ୍କ ଗସ୍ତକୁ ବିରୋଧ କରି ସୁକମାରେ ବିସ୍ପୋରଣ
15/04/2018 at 1:24 AM

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିରୋଧ । ମୋଦିଙ୍କ ଗସ୍ତକୁ ବିରୋଧ କରି ଝାଡ଼ଖଣ୍ଡ ସୁକମା ଜିଲ୍ଲାରେ ବିସ୍ଫୋରଣ ଘଟାଇଛନ୍ତି ମାଓବାଦୀ । ୬ ମାସ ତଳେ ସିଆରପିଏଫ୍ ଛାଡ଼ି ଦେଇଥିବା କ୍ୟାମ୍ପକୁ ଆଇଟି ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି ମାଓବାଦୀ । କିସ୍ତାରାମ ଅଞ୍ଚଳରେ ରାସ୍ତା ନିର୍ମାଣ କାମକୁ ବିରୋଧ କରି ପୋଡ଼ାଜଳା କରିଛନ୍ତି ଦେଢ଼ଶହରୁ ସଶସ୍ତ୍ର ମାଓବାଦୀ ।
Related Posts
ଘରେ ଶୋଇଥିଲେ ସ୍ୱାମୀ-ସ୍ତ୍ରୀ, ଭୁଜାଲି ମାଡ଼ରେ ମହିଳା ଗୁରୁତର
3 October 2023
ଲଗାଣ ବର୍ଷା ହେଲା କାଳ, କାନ୍ଥ ପଡି ଚାଲିଗଲା କୁରୁନାଥଙ୍କ ଜୀବନ
3 October 2023