ମେଡିକାଲ ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
16/05/2018 at 10:21 AM

ମେଡିକାଲ ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ବଲାଙ୍ଗୀର ପାଟଣାଗଡ ଲାଠୋର ଥାନା ଝାଲବାହାଲ ଗାଁର ଘଟଣା । ଗୁରୁତର ଯୁବକ ତ୍ରିନାଥ ବିଶିଙ୍କୁ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତ୍ରିନାଥ କାହିଁକି ବିଷପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ ତାହା ଜଣାପଡିନି । ୨ ଦିନ ତଳେ ତ୍ରିନାଥଙ୍କ ପତ୍ନୀ ଯଶୋବନ୍ତ ବିଷପାନ କରି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପାରିବାରିକ କଳହକୁ ନେଇ ଏପରି ହୋଇଥିବା ସନ୍ଦେହ କରାଯାଉଛି ।
Related Posts
ସୋଆ କ୍ୟାମ୍ପସ୍ରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ “ମେରୀ ଲାଇଫ୍” ଆୟୋଜିତ
23 September 2023
ଆଇସିଏଆଇ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସମ୍ବର୍ଦ୍ଧନା
23 September 2023
ଶିକ୍ଷକ ଆନ୍ଦୋଳନ ସ୍ଥଗିତ: ଡିସେମ୍ବର ସୁଦ୍ଧା ଦାବି ପୂରଣ ନେଇ ମିଳିଲା ପ୍ରତିଶ୍ରୁତି
23 September 2023