ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଲୟର ଆସୋସିଏସନ୍
24/05/2018 at 7:52 PM

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ଲୟର ଆସୋସିଏସନ୍। ସହାୟତା ବୃଦ୍ଧି ପାଇଁ ଦେଲେ ସାଧୁବାଦ୍ । ସରକାର ଆଇନଜୀବୀ ମାନଙ୍କୁ ଭତ୍ତା ୩ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିଲେ । ଏଥି ସହ ଲୟର ଆସୋସିଏସନ ପାଇଁ ଏକ ଘର ଯୋଗାଇଦେବା ସହ ଚଳିତ ବଜେଟରେ ଆଡ଼ଭୋକେଟ୍ ଏକାଡେମୀ ଓ ଫଙ୍କସନ୍ ଅଫ୍ ଲ କମିଶନ ପାଇଁ ବ୍ୟବସ୍ଥା କରାଯାଇଥିଲା ।