ମାଲକାନଗିରି ଜିଲ୍ଲା ଅମଲା ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
9/05/2018 at 10:33 AM

୪ ଦଫା ଦାବି ନେଇ ଗତ ୧ ତାରିଖଠାରୁ ଆନ୍ଦୋଳନକୁ ଓହ୍ଲାଇଛି ଅମଲା ସଂଘ । ୯ ଦିନ ହେଲା ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ସବୁ ସରକାରୀ ଅଫିସ ଖୋଲା ରହୁଛି । କିନ୍ତୁ କୌଣସି କର୍ମଚାରୀ ଆସୁ ନାହାନ୍ତି । ଜାତିଗତ ପ୍ରମାଣ ପତ୍ରଠାରୁ ଆରମ୍ଭ କରି ଇନକମ୍ ସାର୍ଟିଫିକେଟ୍ ଓ ଜମି ପଟ୍ଟା ପାଇଁ ଦୂର ଦୂରାନ୍ତରୁ ଆସୁଥିବା ଲୋକେ ନିରାଶ ହୋଇ ଘରକୁ ଫେରୁଛନ୍ତି । .
Related Posts
ଶେଷ ହେଲା ଜଟଣୀର ପ୍ରସିଦ୍ଧ ଗଣେଶ ପୂଜା, ପୁଣି ଆର ବରଷକୁ ଅପେକ୍ଷା
30 September 2023
ନୀଳଗିରି ଉପଖଣ୍ଡ ହସ୍ପିଟାଲରେ ପଶିଲା ପାଣି, ବେଡ୍ ନଥିବାରୁ ରୋଗୀ ହନ୍ତସନ୍ତ
30 September 2023
ସରଗରମ ରହିବ ବିଧାନସଭା, ବିଭିନ୍ନ ପ୍ରସଙ୍ଗରେ ହେବ ଜୋରଦାର ଆଲୋଚନା
30 September 2023