ମହାପ୍ରଭୁଙ୍କ ନୀତି ବିଭ୍ରାଟ ପାଇଁ ସେବାୟତ ଦାୟୀ
21/04/2018 at 11:19 PM

ମହାପ୍ରଭୁଙ୍କ ନୀତି ବିଭ୍ରାଟ ପାଇଁ ସେବାୟତ ଦାୟୀ । କିଛି ନିର୍ଦ୍ଦିଷ୍ଟ ସେବକ ଓ ନିଯୋଗ ମିଳିମିଶି ନୀତି ଅଚଳ କରିଥିଲେ । ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଏଭଳି ବିସ୍ଫୋରକ ରିପୋର୍ଟ ପରେ ଗର୍ଜିଛନ୍ତି ସେବାୟତ । ସେମାନଙ୍କ ବିରୋଧରେ ଏହା ଶ୍ରୀମନ୍ଦିର ପ୍ରଶାସନର ଷଡ଼ଯନ୍ତ୍ର ବୋଲି କହିଛନ୍ତି । ତେବେ କ’ଣ ରହିଛି ପୂରା ମାମଲା ଚାଲନ୍ତୁ ତା’ ଉପରେ ଟିକେ ନଜର ପକାଇବା ।
Related Posts
ସୋଆ କ୍ୟାମ୍ପସ୍ରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ “ମେରୀ ଲାଇଫ୍” ଆୟୋଜିତ
23 September 2023
ଆଇସିଏଆଇ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସମ୍ବର୍ଦ୍ଧନା
23 September 2023