suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମହାନଦୀ ରାଜନୀତିକୁ ଆଗକୁ ନେବାକୁ ବିଜେଡିର ସଜବାଜ

15/04/2018 at 1:15 AM

ଦ୍ବିତୀୟ ପର୍ଯ୍ୟାୟ ମହାନଦୀ ଆନ୍ଦୋଳନ ପାଇଁ ବିଜେଡିର ସଜବାଜ । ଟ୍ରିବ୍ୟୁନାଲ ଗଠନ ପରେ ପ୍ରସଙ୍ଗ, ଲୋକଙ୍କ ମନରୁ ଧୀରେ ଧୀରେ ଉଭେଇ ଯାଉଥିବା ବେଳେ ବିଜେଡି, ପୁଣି ଲୋକଙ୍କ ପାଖକୁ ଯିବାକୁ ଯୋଜନା କରିଛି । ଆସନ୍ତାକାଲି ଏନେଇ ରାଜ୍ୟର ମହାନଦୀ ଉପକୂଳରେ ଥିବା ୧୫ ଜିଲ୍ଲାର ଜିଲ୍ଲା ପ୍ରତିନିଧିଙ୍କୁ ପାର୍ଟି ଅଫିସକୁ ଡାକି ରଣନୀତି ପ୍ରସ୍ତୁତ କରିବ ଦଳ । ୨୨ରେ ଭୁବନେଶ୍ବରରେ ହେବ ସମ୍ମିଳନୀ । ସେପଟେ ୧୬ ତାରିଖରେ କୋଲକତାରେ ହେବାକୁ ଥିବା ଆନ୍ତରାଜ୍ୟ ବୈଠକକୁ ବି ଯିବ ଓଡ଼ିଶା । ମହାନଦୀ ପାଇଁ ବିଜେଡି ଏତେସବୁ ରଣନୀତି କରୁଥିବା ବେଳେ ବିରୋଧୀ କିନ୍ତୁ କହୁଛନ୍ତି ଏସବୁ କେବଳ ରାଜନୀତି ।

Leave a Reply

   Related Posts