ଭୟଙ୍କର ତୋଫାନ
3/05/2018 at 11:16 PM

ପ୍ରକୃତିର ବିଚିତ୍ର ରୂପ । ଦିନ ତମାମ ଅସହ୍ୟ ତାତି ଆଉ ସଂଧ୍ୟାରେ କାଳବୈଶାଖୀ ବର୍ଷା ଏବଂ ଝଡତୋଫାନ । ଉତ୍ତରଭାରତରେ ଝଡତୋଫାନ ଶହେରୁ ଅଧିକ ଜୀବନ ନେଇଛି । ତାସହ ୭ ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଏପଟେ କାଳବୈଶାଖୀ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଗଢ ଉପୁଡି ଯୋଗାଯୋଗ ବିଛିନ୍ନ ହୋଇ ପଡିଛି ।