AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଗୁଲମର୍ଗ ସ୍କିଂ ରିସର୍ଟରେ ହିମସ୍ଖଳନ, ଫସିଲେ ଅନେକ ବିଦେଶୀ ଟୁରିଷ୍ଟ
  • ||
  • ନବ ଦାସ ହତ୍ୟା ମାମଲା, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ.ପି ଦାସ କରିବେ ତଦନ୍ତର ତଦାରଖ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଟ୍ୱିନସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ବଜେଟ୍: ସୁନା-ରୁପା, ସିଗାରେଟ୍ ମହଙ୍ଗା, ଶସ୍ତା ହେଲା ଟିଭି ଉପକରଣ ଓ ସାଇକେଲ୍, ଖେଳନା
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ଢେଙ୍କାନାଳ: ରାସ୍ତାରେ ଓଲଟିପଡ଼ିଲା ଯାତ୍ରୀବାହୀ ଅଟୋ, ୯ ଆହତ
  • ||

ଭୁଶୁଡିଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ, ସୃଷ୍ଟି ହୋଇଛି ୧୫ ଫୁଟ୍‌ର ଗାତ

12/09/2022 at 12:37 PM

ଧର୍ମଗଡ଼ ୧୨।୦୬ : ଭାଙ୍ଗିଲା ଧର୍ମଗଡ଼-ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ । ଯାହାଫଳରେ ଶହ ଶହ ଏକର ଚାଷ ଜମି ଏବେ ଜଳ ମଗ୍ନ ହୋଇଛି । କଳାହାଣ୍ଡି ଜିଲ୍ଲା ଇନ୍ଦ୍ରବତୀ ବାମ ମୁଖ୍ୟ କେନାଲ ସର୍ଗିଗୁଡ଼ା ପଞ୍ଚାୟତ ପ୍ରଜାନାଗଫେଣି ଡଙ୍ଗରିପଡ଼ା ନିକଟରେ ଭୁଶୁଡିଛି ।

ଖବର ଅନୁଯାୟୀ, ଦୁଇ ଦିନ ହେଲା ଅଞ୍ଚଳରେ ଲାଗି ରହିଛି ବର୍ଷା । ଯାହାଫଳରେ କେନାଲରେ ପ୍ରବଳ ମାତ୍ରାରେ ପାଣି ପ୍ରବାହ ହେଉଛି । ଏପିରିକି କେନାଲରେ ପୂର୍ବରୁ ଥିବା ଏକ ଗାତରେ ପାଣି ପଶିବା ଦ୍ୱାରା ୧୫ ଫୁଟ୍‌ର ଗାତ ସୃଷ୍ଟି ହୋଇଛି ।  

ତେବେ ଏଠାରେ ବହୁ ଦିନରୁ କେନାଲ ବନ୍ଧ ଦୁର୍ବଳ ହେବା ସହ ପାଣି ଝରୁଥିଲା । କିନ୍ତୁ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି l କେନାଲ ବନ୍ଧ ଭାଙ୍ଗିବା ଦ୍ୱାରା ଘରେ ଘରେ ପାଣି ପଶିଛି । ଏହାସହ ଶହ ଶହ ହେକ୍ଟର ଜମି ଏବେ ଜଳମଗ୍ନ । ଏପର୍ଯ୍ୟନ୍ତ କୌଣସି ବିଭାଗୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିନଥିବା ଅଭିଯୋଗ ହୋଇଛି ।

   Related Posts