Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ଭୁଲ୍ ପ୍ରମାଣପତ୍ର ସଂଶୋଧନ ଦାବିରେ ଦାବିପତ୍ର

11/06/2018 at 11:48 PM

ଜମିପଟ୍ଟାରେ ଜାତିଗତ ପ୍ରମାଣ ଭୁଲ ଲେଖାନେଇ ଅଭିଯୋଗ । ଜାତିଗତ ପ୍ରମାଣରେ ଧୀବର ସ୍ଥାନରେ ଦାସ ଲେଖାଯାଇଛି । ସଂଶୋଧନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର। ଟାଙ୍ଗୀ ବ୍ଲକ ଭୁଷଣ୍ଡପୁର ଅଞ୍ଚଳରେ ୧୯୫୦ ମସିହାରେ ୯୩୧ଟି ପରିବାରଙ୍କୁ ସରକାର ଥଇଥାନ ସହ ଜମିପଟ୍ଟା ପ୍ରଦାନ କରିଥିଲେ । ଉକ୍ତ ଜମିପଟ୍ଟା ଗୁଡ଼ିକରେ ଜାତିଗତ ଭୁଲ ଲେଖାଯାଇଥିଲା ।

Leave a Reply

   Related Posts