ଭୁବନେଶ୍ୱର ପଳାଶୁଣୀ ଓଭରବ୍ରିଜ୍ ଦେଇ ଚାଲିବନି ଭାରିଯାନ
17/05/2018 at 10:01 PM

ଭାରିଯାନ ଉପରେ ଲାଗିଲା କଟକଣା । ପଳାଶୁଣୀ ଓଭରବ୍ରିଜ୍ ଦେଇ ଚାଲିବନି ଭାରିଯାନ। ସକାଳ ଏବଂ ସନ୍ଧ୍ୟାବେଳେ ପଳାଶୁଣୀ ବ୍ରିଜ୍ ଦେଇ ଚାଲିବନି ଭାରିଯାନ । ଆଡଭାଇଜାରି ଜାରି କରିଛି କମିଶନରେଟ୍ ପୋଲିସ । ପଳାଶୁଣୀ ସପ୍ତସତୀ ମନ୍ଦିର ସମ୍ମୁଖରେ ନିର୍ମାଣଧୀନ ଓଭରବ୍ରିଜ କାମ ସରିବା ଯାଏଁ ଏହି ନିୟମ ଲାଗୁ ରହିବ । ଏହି ବ୍ରିଜ୍ର ୭୦ ଭାଗ କାମ ସରିଛି ବାକି କାମ ୨ ମାସ ଭିତରେ ସାରିବାକୁ ଲକ୍ଷ ରଖିଛି ଏନ.ଏଚ.ଏଆଇ ।
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023