ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ବ୍ଲାକ୍ମେଲିଂ କରି ୪ଜଣ ଗିରଫ
15/04/2018 at 12:53 AM

ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ବ୍ଲାକ୍ମେଲିଂ କରି ୪ଜଣ ଗିରଫ। ଏମାନେ ହେଲେ ଦେବାଶିଷ ନାୟକ, ରାଜେନ୍ଦ୍ର ନାୟକ, ପବିତ୍ର ନାୟକ ଏବଂ ନିଧିରାମ ସ୍ୱାଇଁ । ଏମାନଙ୍କ ବିରୋଧରେ ଧାରା ୩୪୨, ୩୬୪(A), ୨୯୪,୫୦୬,୧୨୦(B) ମାମଲା ରୁଜୁ ହୋଇଛି ।