ଭୁବନେଶ୍ୱର ଓଭରବ୍ରିଜ ଭୁଶୁଡ଼ିବା ଘଟଣାରେ ୧୦ ଜଣଙ୍କ ନାଁରେ ଏତଲା
8/05/2018 at 10:12 PM

ଭୁବନେଶ୍ୱର ଓଭରବ୍ରିଜ ଭୁଶୁଡ଼ିବା ଘଟଣାରେ ୧୦ ଜଣଙ୍କ ନାଁରେ ଏତଲା। ଠିକାଦାର ପ୍ରତାପ ପଣ୍ଡାଙ୍କ ସମେତ ୧୦ଜଣଙ୍କ ନାଁରେ ଏତଲା ଦେଲା କମିଶନରେଟ ପୋଲିସ । ଗତ ୩ ତାରିଖ ରାତିରେ ବମିଖାଲ ଓଭରବ୍ରିଜ ଭୁଶୁଡ଼ିଥିଲା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ ।