ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଏବଂ ନିଆଳୀରେ କାଳବୈଶାଖୀର ତାଣ୍ଡବ
16/06/2018 at 11:30 PM

କାଳବୈଶାଖୀ ସହ ପ୍ରବଳ ଝଡ଼ ତୋଫାନ ହୋଇଛି। ଏଥିରେ ଶତାଧିକ ଗଛ ଉପୁଡ଼ି ଯାଇଥିବା ବେଳେ ବିଦ୍ୟୁତ ତାର ଛିଣ୍ଡି ଯାଇଛି। ସେପଟେ ନିଆଳୀରେ ମଧ୍ୟ କାଲବୈଶାଖୀର କରାଳ ରବପ ଦେଖିବାକୁ ମିଳିଛି। ଶତାଧିକ ଚାଳ ଛପର ଉଡ଼ିଯାଇଥିବା ବେଳେ ଗଛ ମଧ୍ୟ ଭାଙ୍ଗି ଯାଇଛି। ଅଧ ଘଣ୍ଟା ଧରି ପ୍ରବଳ ପବନ ସହ ବର୍ଷା ହୋଇଥିବା ଜଣାପଡ଼ିଛି।