ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୟାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଭୁବନେଶ୍ୱରରେ ଖୁବ ଶିଘ୍ର ESI ହସ୍ପିଟାଲ ସ୍ଥାପନ କରବାକୁ ଦାବି

2/06/2018 at 10:01 PM

ଭୁବନେଶ୍ୱରରେ ଖୁବ ଶିଘ୍ର ESI ହସ୍ପିଟାଲ ସ୍ଥାପନ କରବାକୁ ଦାବି କରିଛି ନିଖୀଳ ଉତ୍କଳ ESI ହିତାଧୀକାରୀ ମହାସଂଘ। ଭୁବନେଶ୍ବର ESI ହସ୍ପିଟାଲ କର୍ପୋରେସନ ହାତକୁ ନେବା, ଭୁବନେଶ୍ବର ESI ସହପିଟାଲରେ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ସମସ୍ତ ସୁବିଧା ଯୋଗାଇ ଦେବା, ସମସ୍ତ ରୋଗର ଚିକିତ୍ସା ନିମନ୍ତେ ଉଚିତ ବ୍ୟବସ୍ତା କରିବା, ସ୍ବଳ୍ପ ରୋଜଗାର କରୁଥିବା ସ୍ବାସ୍ଥ୍ୟ ବୀମା କର୍ମଚାରୀ ମାନଙ୍କ ପାଇଁ ଉଚିତ ମୁଲ୍ୟରେ ଗୃହ ଯୋଗାଇ ଦେବା ଭଳି ୧୧ ଦଫା ଦାବି ପୁରଣ ପୂରଣ ନେଇ ନିଖୀଳ ଉତ୍କଳ ESI ହିତାଧୀକାରୀ ମହାସଂଘ ଦାବି କରିଛି। ରାଜ୍ୟର ଛଅ ଲକ୍ଷ ସ୍ବାସ୍ଥ୍ୟବୀମା କର୍ମଚାରୀ ଓ ୩୨ ଲକ୍ଷ ହିତାଧୀକାରୀ କିଭଳି ସଠିଭ ଭାବେ ସ୍ବାସ୍ଥ୍ୟ ସେବା ପାଇ ପାରିବା ନେଇ ମହାସଙ୍ଘ ଦାବି କରିଛି।

Leave a Reply

   Related Posts