ଭିଜିଲାନ୍ସ ଜାଲରେ କୋଟିପତି ବାବୁ ବିଦ୍ୟାଧର ବିଶ୍ୱାଳ
1/05/2018 at 8:56 PM

ଭିଜିଲାନ୍ସ ଜାଲରେ ବୈଧ ମାପ ଓ ଓଜନ ବିଭାଗର ସରକାରୀ ବାବୁ । ସୁନ୍ଦରଗଡ଼ ଜିଲ୍ଲା ବୈଧମାପ ବିଭାଗରେ ସହକାରୀ ନିୟନ୍ତ୍ରକ ଭାବେ କାର୍ଯ୍ୟରତ ବାବୁଙ୍କର ଦେଢ କୋଟିରୁ ଅଧିକ ସ୍ତାବର ଓ ଅସ୍ତାବର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ବିଭାଗ । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଦ୍ୟାଧର ବିଶ୍ୱାଳଙ୍କୁ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।