vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଭାଲୁ ଆକ୍ରମଣରେ ଜଣେ ମୃତ

3/05/2018 at 12:16 AM

ଭାଲୁ ଆକ୍ରମଣରେ ଜଣେ ମୃତ । ନବରଙ୍ଗପୁର ଫାର୍ସାଗୁଡ଼ା ଗାଁ ନିକଟର ଘଟଣା । ଭୟଙ୍କର ଭାବେ ଝୁଣିଝୁଣି ମାରିଦେଲା ଭାଲୁ । ମୃତକ ଜଣକ ହେଲେ ଦଳେଇଗୁଡା ଗାଁର ପ୍ରଭୁ ଭତରା । ରାସ୍ତାରେ ବୋଲେରୋ ରଖି ସୌଚ ହେବାକୁ ଯାଇଥିଲେ ପ୍ରଭୁ । ପାଣି ପିଇବାକୁ ଆସିଥିବା ଭାଲୁ କଲା ଆକ୍ରମଣ । ଟ୍ରାଙ୍କୁଲାଇଜର ମାରି ବନବିଭାଗ କଲା ମୃତଦେହ ଉଦ୍ଧାର ।

Leave a Reply

   Related Posts