ଭାଲୁ ଆକ୍ରମଣରେ ଜଣେ ମୃତ
3/05/2018 at 12:16 AM

ଭାଲୁ ଆକ୍ରମଣରେ ଜଣେ ମୃତ । ନବରଙ୍ଗପୁର ଫାର୍ସାଗୁଡ଼ା ଗାଁ ନିକଟର ଘଟଣା । ଭୟଙ୍କର ଭାବେ ଝୁଣିଝୁଣି ମାରିଦେଲା ଭାଲୁ । ମୃତକ ଜଣକ ହେଲେ ଦଳେଇଗୁଡା ଗାଁର ପ୍ରଭୁ ଭତରା । ରାସ୍ତାରେ ବୋଲେରୋ ରଖି ସୌଚ ହେବାକୁ ଯାଇଥିଲେ ପ୍ରଭୁ । ପାଣି ପିଇବାକୁ ଆସିଥିବା ଭାଲୁ କଲା ଆକ୍ରମଣ । ଟ୍ରାଙ୍କୁଲାଇଜର ମାରି ବନବିଭାଗ କଲା ମୃତଦେହ ଉଦ୍ଧାର ।
Related Posts
NMIMS ବିଶ୍ଵ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
7 December 2023