ଭାଇରାଲ ବେମାରୀ, ପ୍ରତାରକ ପ୍ରେମିକ ପାଇଁ ଆତ୍ମହତ୍ୟା
3/05/2018 at 12:00 AM

ପୋଲିସର ଦାନ୍ତ ନଥିବା ବେଳେ ରାଜ୍ୟରେ ଚାଲିଛି ପ୍ରହସନ । ନିତି କେଉଁଠି ନା କେଉଁଠି ଗୋଟେ ଦୁଇଟା ଅଶ୍ଳୀଳ ଭିଡିଓ ଭାଇରାଲ୍ ହେଉଛି । ଉମରକୋଟରେ ଲୋକଲଜ୍ଜାରେ ଜଣେ ନାବାଳିକା ଆତ୍ମହତ୍ୟା କରିଥିବା ବେଳେ ଭଦ୍ରକରେ ଜଣେ ନାବାଳିକା ଛାତ୍ରୀଙ୍କ ଭିଡିଓ ଭାଇରାଲ୍ କରିଦେଇଛି ତାଙ୍କ ପ୍ରେମିକ ଦାବି କରୁଥିବା ଜଣେ ଦୁର୍ବୃତ୍ତ ।
Related Posts
ସୋଆ କ୍ୟାମ୍ପସ୍ରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ “ମେରୀ ଲାଇଫ୍” ଆୟୋଜିତ
23 September 2023
ଆଇସିଏଆଇ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସମ୍ବର୍ଦ୍ଧନା
23 September 2023
ଶିକ୍ଷକ ଆନ୍ଦୋଳନ ସ୍ଥଗିତ: ଡିସେମ୍ବର ସୁଦ୍ଧା ଦାବି ପୂରଣ ନେଇ ମିଳିଲା ପ୍ରତିଶ୍ରୁତି
23 September 2023